- ଭୟଭୀତହେବାରୁ_LPGବୁକିଂ_ବୃଦ୍ଧି
- ଭୟଭୀତ ହେବାରୁ LPG ବୁକିଂ ବଢ଼ିଛି କହିଲା ପେଟ୍ରୋଲିୟମ ମନ୍ତ୍ରାଳୟ
- ଏନେଇ ପ୍ରେସମିଟ୍ରେ ସ୍ପଷ୍ଟ କଲେ ଯୁଗ୍ମ ସଚିବ ସୁଜାତା ଶର୍ମା
- କାଲି ୭୫ରୁ ୭୬ ଲକ୍ଷ ବୁକିଂ ହୋଇଥିଲା, ଆଜି ପ୍ରାୟ ୮୮ ଲକ୍ଷ
- ଭୂରାଜନୈତିକ ସ୍ଥିତିରୁ କିଛିଟା ସମସ୍ୟା ସୃଷ୍ଟି ହୋଇଛି
- ମାତ୍ର କୌଣସି ଠାରେ ଷ୍ଟକ୍ ଶେଷ ହୋଇଥିବା ସୂଚନା ନାହିଁ
- ପେଟ୍ରୋଲ୍ ଓ ଡିଜେଲ୍ କୌଣସି ଠାରେ ମଧ୍ୟ ଅଭାବ ନାହିଁ, ମହଜୁଦ ଅଛି
- କମର୍ସିଆଲ୍ LPG ସମସ୍ୟା ଦୂର ପାଇଁ PNGକୁ ପ୍ରୋତ୍ସାହନ