Header-News-Banner

ବ୍ରାହ୍ମଣୀ ନଦୀରେ ଜଣେ ଅଜଣା ବ୍ୟକ୍ତି ଭାସିଯାଉଥିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା

0
2b806510-7faa-4545-8225-55b9d4d041f2

ଶାସନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିମପୁର ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଜଣେ ଅଜଣା ବ୍ୟକ୍ତି ଭାସିଯାଉଥିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ନଦୀରେ କୁମ୍ଭୀର ମୁହଁରୁ ଉକ୍ତ ବ୍ୟକ୍ତିଙ୍କୁ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସଂଗ୍ରାମ କେଶରୀ ବାରିକ, ନିମପୁର ଗ୍ରାମର ରଞ୍ଜନ ରାଉତ, ୧୫ ନମ୍ବର ୱାର୍ଡ ସଭ୍ୟ ପ୍ରତିନିଧି ଛଗଳା ମଲ୍ଲିକ ଏବଂ ଅଗ୍ନିଶମ ବାହିନୀଙ୍କ ମିଳିତ ସହଯୋଗରେ ଉଦ୍ଧାର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *