Header-News-Banner
WhatsApp Image 2026-03-15 at 5.44.22 PM
  • ଘୂର୍ଣ୍ଣିଝଡ଼ ତାଣ୍ଡବ: #ଭାଙ୍ଗିଲା ୭୦ଘର ୧୦_ଆହତ
  • ବାରିପଦା: କରଞ୍ଜିଆ କିଆ ଗାଁରେ ଘୂର୍ଣ୍ଣିଝଡ଼ ତାଣ୍ଡବ
  • ହଠାତ୍ ପବନରେ ଉଡ଼ିଲା ଖପର ଘର; ୭୦ରୁ ଊର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ
  • ୧୦ରୁ ଊର୍ଦ୍ଧ୍ବ ଆହତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
  • ଭୟଙ୍କର ପବନରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ
  • ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ବି ପବନରେ ଫିଙ୍ଗି ହୋଇ ପଡ଼ିଲା
  • ପବନରେ ଉଡ଼ି ଏକ ଅଟୋ ପୋଖରୀରେ ପଡ଼ିଥିବା ସୂଚନା
Spread the love

Leave a Reply

Your email address will not be published. Required fields are marked *