Header-News-Banner

କଂଗ୍ରେସର ୩ ବିଧାୟକ ନିଲମ୍ବିତ…

0
WhatsApp Image 2026-03-17 at 6.34.25 PM
  • ରମେଶ, ଦାଶରଥୀ ଓ ସୋଫିଆ ନିଲମ୍ବିତ
  • ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ, ଦାଶରଥୀ ଗମାଙ୍ଗ
  • ଦଳର ହ୍ବିପ୍‌ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ
  • ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଲମ୍ବନ ନିଷ୍ପତ୍ତି
  • କାଲି ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିଲେ
  • ଦଳରୁ ବହିଷ୍କାର ପାଇଁ AICCର ଅନୁମତି ଲୋଡ଼ିଲା କଂଗ୍ରେସ
  • କଟକ ନଗର ସଭାନେତ୍ରୀ ଗିରିବାଳା ବେହେରା ବହିଷ୍କୃତ
  • ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ
  • ଗିରିବାଳାଙ୍କୁ କଟକର ମେୟର ପ୍ରାର୍ଥୀ କରିଥିଲା କଂଗ୍ରେସ
Spread the love

Leave a Reply

Your email address will not be published. Required fields are marked *