ଆମେରିକାରୁ ଆସିଲା ୧୬,୭୦୦ ଟନ୍ LPG
ଆମେରିକାରୁ ଆସିଲା ୧୬,୭୦୦ ଟନ୍ LPG !
ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧ ଭିତରେ ଭାରତ ପାଇଁ ଆଶ୍ବସ୍ତି
ମାଙ୍ଗାଲୁରୁ ପୋର୍ଟରେ ପହଞ୍ଚିଲା ଆମେରିକାର ‘ଗ୍ୟାସ୍’ ଜାହାଜ
ବିରାଟ LPG ଗ୍ୟାସ୍ ଟାଙ୍କର ‘Pyxis Pioneer’ ପହଞ୍ଚିଛି
ଜାହାଜରେ ଲାଗିଛି ସିଙ୍ଗାପୁର ପତାକା
ଜାହାଜଟି ଆମେରିକାର ଟେକ୍ସାସରୁ ବାହାରିଥିଲା
ଏଥିରେ ପ୍ରାୟ ୧୬ ହଜାର ୭୧୪ ଟନ୍ ଟନ୍ LPG LPG ଗ୍ୟାସ୍ ଗ୍ୟା ରହିଛି
ଯାହା ଭାରତର ଶକ୍ତି ଚାହିଦା ପୂରଣ କରିବାରେ ସାହାଯ୍ୟ କରିବ
.’Pyxis Pioneer’ ଜାହାଜର ଲମ୍ବ ପ୍ରାୟ ୨୩୦ ମିଟର