କ୍ରିକେଟ ଟୁର୍ନାମେଣ୍ଟ ରେ ଯୋଗ ଦେଲେ ପୂର୍ବତନ ସାଂସଦ
କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକ ଅନ୍ତର୍ଗତ ବିରିଗୁଡା କଲୋନୀ ଠାରେ ଆଜି କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହୋଇଯାଇଛି ଆଠ ଦିନ ଧରି ଟୁର୍ନାମେଣ୍ଟ ମେଚ ଚାଳିବ
ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ଝିନ ହିକୋକା ବିପିନ କୁମାର ମାଣ୍ଡିଙ୍ଗା ଓ ଅନ୍ୟ ବିଜେଡି ନେତା ମାନେ ଆସିଥିଲେ ଉତଘାଟନ ସଭାକୁ ଓ ହିନ୍ଦଲୋ କମ୍ପାନୀ ଓଡ଼ିଶାର ହେଡ କଷ୍ଟର ମୁଖ୍ୟ ଶିବ ପ୍ରସାଦ ମହାପାତ୍ର
16 ଟି ଦଳକୁ ନେଇ ମେଚ୍ ଆରମ୍ଭ ହୋଇଯାଇଛି
ଏବଂ ବିଜେତା ଦଳ କୁ କୋଡିଏ ହଜାର ଉପବିଜେତା ଦଳ କୁ ପନ୍ଦର ହଜାର ବିଜୟୀ ରାଶି ଘୋଷଣା କରାଯାଇଛି
ଏହି ଟୁର୍ନାମେଣ୍ଟ ଲକ୍ଷ୍ୟ ହେଉଛି ଗାଁ ଗହଳି ର ରହୁଥିବା ଖେଳାଳି ମାନଙ୍କୁ ଭଲ ପ୍ରଦର୍ଶନ କରିଲେ ସେମାନଙ୍କୁ କମ୍ପାନୀ ତରଫରୁ ଚୟନ କରି ଜିଲ୍ଲା ସ୍ତରୀୟ ଖେଳିବା ପାଇଁ ସୁଯୋଗ ମିଳିବ
ଟୁର୍ନାମେଣ୍ଟଆୟୋଜକ ହେଲେ ଧୀରଜ ବିଡ଼ିକା, ବଳ ଭଦ୍ର ବିଡ଼ିକା, କ୍ଷୀରଦ କୁମାର ହଲୱା,ପୁରନ ହଲୱା ଶଙ୍କର ହଲୱାଉତ୍ତମ ବିଡିକା ଓ ଅନ୍ୟ ଅନ୍ୟ ବ୍ୟକ୍ତି ସହଯୋଗ କରିଥିଲେ।