- କମର୍ସିଆଲ୍LPGଆବଣ୍ଟନବୃଦ୍ଧିନିର୍ଦ୍ଦେଶ
- କମର୍ସିଆଲ୍ LPG ଆବଣ୍ଟନ ବୃଦ୍ଧି ପାଇଁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ
- ସବୁ ରାଜ୍ୟକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ସଚିବଙ୍କ ଚିଠି
- ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ୍ LPG ଯୋଗାଇବାକୁ ପ୍ରସ୍ତାବ
- ଏହାଦ୍ବାରା ୭୦ ପ୍ରତିଶତ ପର୍ଯ୍ୟନ୍ତ କମର୍ସିଆଲ୍ LPG ଆବଣ୍ଟନ ନିର୍ଦ୍ଦେଶ
- ଇସ୍ପାତ, ଅଟୋମୋବାଇଲ୍, ବୟନ, ରସାୟନିକ ପ୍ଲାଷ୍ଟିକ୍ କ୍ଷେତ୍ରକୁ ଗୁରୁତ୍ବ ନିର୍ଦ୍ଦେଶ