Header-News-Banner
WhatsApp Image 2026-04-08 at 8.54.00 AM
  • ଇରାନସଭ୍ୟତା ମାଟିରେ_ମିଶିବ: ଟ୍ରମ୍ପ୍‌
  • ଆଜି ରାତିରେ ଇରାନ ସଭ୍ୟତାକୁ ମାଟିରେ ମିଶାଇ ଦେବାକୁ ଟ୍ରମ୍ପ୍‌ଙ୍କ ଧମକ
  • ଟ୍ରୁଥ୍‌ ସୋସିଆଲ ଜରିଆରେ ଏପରି ଧମକ ଦେଲେ ଟ୍ରମ୍ପ୍‌
  • ଏକ ସମ୍ପୂର୍ଣ୍ଣ ସଭ୍ୟତା ଆଜି ରାତିରେ ମରିଯିବ, ଆଉ କେବେ ଫେରିବନି
  • ମୁଁ ଏହା ହେବାକୁ ଚାହୁଁ ନାହିଁ, କିନ୍ତୁ ସମ୍ଭବତଃ ଏହା ହେବ
  • ହୁଏତ କିଛି ବିପ୍ଳବୀ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିପାରେ, କିଏ ଜାଣେ?
  • ୪୭ ବର୍ଷର ଅତ୍ୟାଚାର, ଦୁର୍ନୀତି ଏବଂ ମୃତ୍ୟୁ ଶେଷରେ ସମାପ୍ତ ହେବ
  • ଈଶ୍ୱର ଇରାନର ମହାନ୍ ଲୋକଙ୍କୁ ଆଶୀର୍ବାଦ କରନ୍ତୁ- ଟ୍ରମ୍ପ୍‌
Spread the love

Leave a Reply

Your email address will not be published. Required fields are marked *