Header-News-Banner

ପଦ୍ମଲୋଚନ ବିଦ୍ୟାପୀଠ ର 1999 ମସିହା ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ ଓ ପ୍ରତିଭା ସଂମାନ ଉତ୍ସବ

0
WhatsApp Image 2026-04-13 at 3.20.22 PM

କେନ୍ଦ୍ରାପଡ଼ା ଜିଲ୍ଲା ର ବହୁ ପୁରାତନବିଦ୍ୟାଳୟ ଚନ୍ଦନନଗର ପଦ୍ମ ଲୋଚନ ବିଦ୍ୟାଳୟ ର 1999 ମସିହା ଛାତ୍ର ଛାତ୍ରୀ ମାନଙ୍କ ର ବନ୍ଧୁ ମିଳନ ଓ ପୂଜ୍ୟ ପୂଜା ସଂମାନ ସମାଜ ସେବୀନଳିନୀ କାନ୍ତ ସ୍ୱାଇଁ ଙ୍କ ସଭାପତିତୂ ରେ ଅନୁଷ୍ଠିତ ସଭାରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତି ପ୍ରାକ୍ତନ ଶିକ୍ଷକ ମହେଶ୍ୱର ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଞ୍ଚାନନ ଧଳ ମିନତୀ ମହାନ୍ତି ପ୍ରଧାନ ଶିକ୍ଷକ ହେମନ୍ତ ରାଉତ ପଞ୍ଚସଖା ର ସଭାପତି ପ୍ରଫୁଲ ଦାସ ରାଜନଗର ପ୍ରେସ କ୍ଲବ ର ସଭାପତି ଭାସ୍କର ରାଉତ ରାୟ,, ନିରଞ୍ଜନ ଶତପଥୀ ସନମାନିତଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୂଜ୍ୟ ପୂଜାମଧ୍ୟରେ ଗୁରୁ ଓ ଅଂଚଳ ର ସମାଜ ସେବୀ ମାନଙ୍କୁ ସନମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟତ ଏହି ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ଲୋପାମୁଦ୍ରା ମହାପାତ୍ର msc ରେ ଗୋଲଡ଼ ମେଡ଼ାଲିଷ୍ଟ ଓ ପ୍ରାକ୍ତନ ଛାତ୍ରୀ ଜଣେ ମହିଳା କୃଷିଜିବି ପ୍ରତିମା ସେଠୀ ଙ୍କୁ ଅତିଥି ମାନଙ୍କ ଦ୍ୱରା ସନମାନିତ କରାଯାଇ ଥିଲା,
ଗୁରୁ ଓ ଗୁରୁମା ମାନେ ଛାତ୍ର ଛାତ୍ରୀ ମାନଙ୍କ ଏଭଳି କାର୍ଯ୍ୟକ୍ରମ କୁ ଭୂୟଶୀ ପ୍ରଶଂସା କରିବା ବେଳେ ଛାତ୍ର ଛାତ୍ରୀ ମାନେ ତାଙ୍କର ପୁରୁଣା ସ୍ମୁତି କୁ ମନେ ପକାଇ ନିଜ ର ଅଭି ଭାଷଣ ରେ ଆଖି ର ଲୁହ ଝରାଇ ଥିଲେ,
କାର୍ଯ୍ୟକ୍ରମ ରେ ଅରୁଣଦ୍ଧତି ରାଉତ ଅତିଥି ପରିଚୟ ପ୍ରଦାନ, କରିଥିବା ବେଳେ ରଂଜିତ ଦାସ ସ୍ୱlଗତ ଅଭିଭାଷଣ ପ୍ରଦାନ କରିଥିଲେ,
କାର୍ଯ୍ୟକ୍ରମ କୁ ରାଜେନ୍ଦ୍ର ଦାସ ନିରଞ୍ଜନ ନାଥ ସ୍ୱତଲିନା ଦାସ ରାଜେନ୍ଦ୍ର ମଲ୍ଲିକ ସୁବ୍ରତ ନାଥ ସବିତା ମହାକୁଡୁ ରଶ୍ମି ରଞ୍ଜନ ଦାସ ବିଜୟ କୁମାର ପାତ୍ର ଅଭୟ କୁମାର ନିମାଇ ମଲ୍ଲିକ ଗାୟତ୍ରୀ ଭୂୟାଁ ଝରଣା ସେଠୀ ବାସନ୍ତୀ ନାୟକ, ସୁରେଶ ସାହୁ ଦୀପକ ଦାସ ଅରୁଣଦ୍ଧତି ରାଉତସମେତ 60ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସାମିଲୀ ହୋଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,

Spread the love

Leave a Reply

Your email address will not be published. Required fields are marked *