ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ଅନ୍ନପୂଣ୍ଠା ଯୋଜନାର ଶୁଭାରମ୍ଭ
ଗୋବିନ୍ଦ ତ୍ରିପାଠୀ,ନବରଙ୍ଗପୁର ରିପୋର୍ଟ୍
ନବରଙ୍ଗପୁର, ୧୩/୬: ଖାଦ୍ୟ ସୁରକ୍ଷା ଅଧିକାରକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନା ରାଜ୍ୟରେ ଶୁଭାରମ୍ଭ ହୋଇଯାଇଛି। ଏହି ଯୋଜନା ରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତଭୁକ୍ତ ସମସ୍ତ ହିତାଧ୍କାରୀଙ୍କୁ ମୁଣ୍ଡ ପିଛା ମାସିକ ୫ କିଲୋ ଅତିରିକ୍ତ ଚାଉଳ ରାଜ୍ୟ ସରକାର ମାଗଣାରେ ଆଗାମୀ ୧ ବର୍ଷ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରିବେ ଯାହା ଫଳରେ ହିତାଧିକାରୀ ମାନେ କେନ୍ଦ୍ର ସରକାରଙ୍କ ୫ କିଲୋ ଏବଂ ରାଜ୍ୟ ସରକାରଙ୍କ ୫ କିଲୋ ୧୦ କିଲୋ ଚାଉଳ ମିଶାଇ ମୋଟ ୧୦ ମାସକୁ ମାଗଣାରେ ପାଇବେ ଯୋଗା ଏହି ଉପଳକ୍ଷେ ସ୍ଥାନୀୟ ସାଇ ଲ୍ୟାଣମଣ୍ଡପ ଠାରେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଲୋକସଭା ବଳଭଦ୍ର ମାଝୀ, ବିଧାୟକ
ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କ ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ଵାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧୂକାରୀ ଜିଲ୍ଲା ପରିଷଦ ବି ର ଞ୍ଚି ନାରାୟଣ ଦରଓ୍ବାନ, ପୌରପାଳିକା ଅଧ୍ଯକ୍ଷ କୁନୁ ନାୟକ ପ୍ରମୁଖ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ଜନ ହିତକର ଯୋଜନାର ଶୁଭାରମ୍ବ କାର୍ଯ୍ୟକ୍ରମକୁ ଦେଖିଥିଲେ I
ନ ବ ର ଙ୍ଗ ପୁ ର ଜି ଲ୍ଲା । ରେ ବର୍ଷ ମାନ ଖାଦ୍ୟ ସୁ ର କ୍ଷା ଯୋଜନାରେ ସାମିଲ ହୋଇଥିବା ୩,୨୬,୭୧୧ ପରି ବ।ର ର
୧୦,୫୪,୭୩୧ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ ସମସ୍ତ ନୂଆ ହିତାଧିକାରୀ ମାନଙ୍କୁ ଏହି ଯୋଜନାର ରାସନ୍ କାର୍ଡ ବଣ୍ଟନ କରାଯିବ ଏବଂ ତଦ୍ ସଙ୍ଗେ ୩ ମାସ (ଏପ୍ରିଲ, ମେ ଏବଂ ଜୁନ୍ )ର ଚାଉଳ ଏକ ସାଙ୍ଗରେ ଦିଆଯିବା ଅତିଗଣ ମଞ୍ଚରେ ବିଭିନ୍ନ ବ୍ଲକରୁ ଆସିଥିବା ୧୦ ହିତାଧୁକାରୀଙ୍କୁ ରାସନ୍ କାର୍ଡ ବିତରଣ କରିଥିଲେ I କାର୍ଯ୍ୟକ୍ରମ କ୍ରମରେ ବିଭିନ୍ନ ବ୍ଲକରୁ ୨୦୦ ରୁ ଅଧିକ ହିତାଧୁକାରୀ, ବିଭିନ୍ନ ବିଭାଗୀୟ ଅଧୂକାରୀ, ବିଡି ବିଡିଓ, ଗଣମାଧ୍ଯମ ପ୍ରତିନିଧୂ ଉପସ୍ଥିତ ଥିଲେ I