Header-News-Banner

ଖନ୍ତାପଡା ଥାନା ପକ୍ଷରୁ ବିଶ୍ଵ ଯୋଗ ଦିବସ ପାଳନ।

0
WhatsApp Image 2026-06-21 at 5.13.13 PM


ନୀଳଗିରି:୨୧/୦୬(ଖନ୍ତାପଡା)
ସମଗ୍ର ଦେଶ ଜୁନ୍ ମାସ ୨୧ ତାରିଖ କୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିଆସୁଥିବା ବେଳେ । ଆଜି ମଧ୍ୟ ସବୁଠି ବିଶ୍ଵ ଯୋଗ ଦିବସ ପାଳନ ହେଉଥିବା ବେଳେ ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ରେ ମଧ୍ୟ ଆଜି ସକାଳେ ଯୋଗ ଦିବସ ପାଳନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଖନ୍ତାପଡା ଥାନା ଏସ୍ ଆଇ, ସିବ କଲ୍ୟାଣ ସିଂ, କୁଅଁର କିସ୍କୁ , କନେଷ୍ଟବଳ
ସୁଦାମ ଖିଲାର,ଦୁଖବନ୍ଦୁ ବିନ୍ଧାଣି, ଏବଂ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଯୋଗ ଦିବସ ପାଳନ କରିଥିଲେ। ଆଜିର ଏ ଯୁଗରେ ପ୍ରତିଟି ମଣିଷ ଯୋଗ କରିବା ନିଶ୍ଚୟ ଆବଶ୍ୟକ ରହିଥିବା ବେଳେ। ଯୋଗ କରିବା ଦ୍ୱାରା ସରିର ମଧ୍ୟ ସୁସ୍ଥ ସବଳ ରହିଥାଏ।

Spread the love

Leave a Reply

Your email address will not be published. Required fields are marked *