Header-News-Banner

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚଣ୍ଡିଖୋଲ ରେ ଭବ୍ୟ ସ୍ୱାଗତ

0
WhatsApp Image 2026-06-30 at 2.50.50 PM


କେନ୍ଦାପଡା ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ପାଇଁ ଯିବା ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚଣ୍ଡିଖୋଲ ଠାରେ ଭବ୍ୟ ସ୍ୱାଗତ ସମ୍ଭର୍ଧନା ପ୍ରଦାନ କରାଯାଇଥିଲା।ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଚଣ୍ଡିଖୋଲ ଠାରେ ବଡଚଣା ଭାରତୀୟ ଜନତାପାଟିର୍ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବାଜା,ବାଣ ସହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।ଦଳର ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ଜେନା,ସମ୍ପାଦକ ବିକାଶ ମହାପାତ୍ର, ରାଜ୍ୟ ପରିଷଦ ସଭ୍ୟ ନାରାୟଣ ସାମଲ, ଜିଲ୍ଲା କମିଟି ସଭ୍ୟ ଲଲାଟେଣୁ ମହାପାତ୍ର, ନିଳମଣୀ ରାଉତ, ପବିତ୍ର ରାଉତ, ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ମାନସ ରାଉତ ରାୟ,ବିଶ୍ଵଜିତ ସାମଲ, ବ୍ଲକ ଅଧ୍ୟକ୍ଷ ମୀନତୀ ସେନାପତି,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ସରପଞ୍ଚ ରଞନ କୁମାର ଦାଶ, ନବଦ୍ୱିପ ନାୟକ, ଅକ୍ଷୟ ରାଉତ ରାୟ,ସମୀର ରାଉତ, ସମିତି ସଭ୍ୟ ମଧୁସୂଦନ ବଳ,ସୌମ୍ୟରଞ୍ଜନ ବିଶ୍ଵାଳ, ସାସଂଦ ପ୍ରତିନିଧି ରବିନ୍ଦ୍ର ରାଉତ,ବିନୋଦିନ ଦାଶ, ଚିନ୍ମୟୀ ସାହୁ,ସୁଜାତା ସାହୁ,ମାମାଲି ବ୍ରହ୍ମ, ସୁଜିତ କୁମାର ଜେନା,ଅଜୟ ଜେନା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।ଏହି ଗସ୍ତ ସମୟରେ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ବିଧାୟକ ଟଙ୍କଧର ତ୍ରିପାଠୀ,ପୂର୍ବତନ ବିଧାୟକ ଲଲାଟେଣ୍ଡୁ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *