Header-News-Banner

ଜନ୍ମଦିନରେ ଦିନରେ ରକ୍ତ ଦାନ ଶିବିର

0
IMG-20251127-WA0090

ଝାରବନ୍ଧ -(ବଂଶୀଧର ନାୟକ)ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶିକରିପାଲି ଗ୍ରାମ ର କୋଶଳ ସଂଗ୍ରାମୀ ଯୁବ ସମାଜସେବୀ ସରୋଜ ପ୍ରଧାନ ନିଜ ଗାଁ ରେ ରକ୍ତ ରକ୍ତଦାନ ଆୟୋଜନ କରିଥିଲେ lରକ୍ତ ଦାତା ମାନେ ହେଲେ ସୁମନ୍ତ ପ୍ରଧାନ, କମଲେଶ ମାଝୀ,ସୁଦାମା ଚିରଗୁନ,ଅମର ଗହିର, ମଧୁସୂଦନ ମଲ୍ଲିକ, ସଞ୍ଜୟ ପଟେଲ, ତଥା ଆଖ ପାଖ ଅଞ୍ଚଳରୁ ଆକାଶ ବାଗ, ତାପସ ସିଂ, ପ୍ରଶାନ୍ତ ବାଗ, ସମୀର ପୋଡ଼, ଦେବୀଟ ସିଂ ବରିହା, ଉମେଶ ବାଗ, ବିଘ୍ନ ବରିହା, ଜୀତୁ ଲୁହାର,ସୁନିଲ ଦେହୁରୀ, ବଦ୍ରୀକା ସାହୁ,ଯୋଗେନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ରକ୍ତଦାନ ଶିବିରରେ ୨୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏହି ରକ୍ତ ଦାନ ର ମୁଖ୍ୟ ଅତିଥି ଭାବରେ ପଦ୍ମପୁର ରୁ ଶ୍ରୀକାନ୍ତ ମିଶ୍ର ସାର୍ ୱିନର ସ୍କୁଲ ର ସଭାପତି ତଥା ସମାଜସେବୀ ସମସ୍ତ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ ସର୍ବ ଶେଷ ରେ କୋଶଳ ସଂଗ୍ରାମୀ ସରୋଜ ପ୍ରଧାନ ରକ୍ତ ଦାନ କରି ସମସ୍ତ ରକ୍ତ ଦାତା, ସହଯୋଗୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *