Header-News-Banner

ସଭାପତି ଶ୍ରୀ ଜଗନ୍ନାଥ ହନ୍ତାଳ ବୈପାରିଗୁଡ଼ା ବ୍ଲକ ଗସ୍ତ ।

0
IMG-20260226-WA0145

ଲମତା ପୁଟ ବ୍ଲକ(କଳିଙ୍ଗ 24News ଜଗନ୍ନାଥ ଖିଲ)-26-02-2026 ଜିଲ୍ଲା ସମିତି ସଂଘ ସଭାପତି ବୈପାରିଗୁଡ଼ା ବ୍ଲକ ଗସ୍ତ କରି ସାଂଗଠାନିକ ବିଷୟରେ ଆଲୋଚନା କରି ।
ଉକ୍ତ ଆଲୋଚନାରେ ବ୍ଲକ ସମିତି ସଭ୍ୟ ସଭ୍ୟା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା BGBO,BPDP,MGNREGA, ଏବଂ ସରକାରଙ୍କ ଦ୍ଵାରା ଆସୁଥିବା ଉନ୍ନୟନ ମୂଳକ ପାଣ୍ଠି କାହା ମାଧ୍ୟମରେ ଏବଂ କିଭଳି ଭାବରେ କାର୍ଯ୍ୟ କରାଯାଉଛି ଏସବୁ ବିଷୟରେ ଆଲୋଚନା କରାଯାଇ ଥିଲା । ଅନେକ ସମୟରେ ସମିତି ସଭ୍ୟ ସଭ୍ୟା ମାନଙ୍କୁ ଅଣଦେଖା କରା ଯାଉଥିବା ରୁ ଉପସ୍ଥିତ ସଦସ୍ୟ ସଦସ୍ୟା ଦୁଃଖ ପ୍ରକାଶ କରିଥିଲେ । ମନରେଗା କାର୍ଯ୍ୟ ବାଇପାସ୍ ର ବିକଳ୍ପ ନଥିବା ରୁ ବନ୍ଦ ହୋଇ ରହିଥବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏସବୁ ବିଷୟରେ ଜିଲ୍ଲା ଏଵଂ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଆଲୋଚନା କରାଯାଇଥିଲା । ଜିଲ୍ଲା ସମିତି ସଂଘ କୁ ସୁଦୃଢ କରିବାପାଇଁ ପ୍ରତ୍ୟେକ ବ୍ଲକ ରେ ବୈଠକ କରିବାପାଇଁ ନିଷ୍…

Spread the love

Leave a Reply

Your email address will not be published. Required fields are marked *