Header-News-Banner

ବାଇକ୍ ଦୁର୍ଘଟଣାରେ ଚାଲିଗଲା ସାଙ୍ଗର ଜୀବନ

0
Picsart_25-08-21_19-12-55-231

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"436352116019211","type":"ugc"}]}}

-ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ଆଗରେ ଚାଲିଗଲା ଜଣେ ସାଙ୍ଗ ର ଜୀବନ, ଅନ୍ୟ ଦୁଇଜଣ ଗୁରୁତର,,, ହଁ ଦର୍ଶକ ବନ୍ଧୁ ଏଭଳି ଅଭାବନୀୟ ଘଟଣା ଆଜି ଘଟିଛି ଆନନ୍ଦପୁର କରଞ୍ଜିଆ ରାସ୍ତାରେ,,,,,, ଗୋଟିଏ ସ୍ଥାନକୁ ତିନି ଜଣ ଯୁବକ ବାଇକ ଯୋଗେ ଯାଉଥିବା ବେଳେ ମହୁଲଡିହା ଥାନା ଛିଆଁବେଡା ନିକଟରେ ସାମନା ପଟୁ ଆସୁଥିବା ଗୋଟିଏ ଅଟୋ ଶହ ମୁଁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଯତୀନ ହୋ ମୃତ୍ୟୁ ବରଣ କରିଥିବା ବେଳେ ଦିପୁ ଦେଓଗମ୍, ଓ ଲକ୍ଷ୍ମୀଧର ହୋ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଆହତ ଯୁବକ ଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଏହି ତିନି ଜଣ ସ୍ଥାନୀୟ ଧବେଣି ଗ୍ରାମର ବୋଲି ଜଣାପଡିଛି।ଆନନ୍ଦପୁର ରୁ ମନୋଜ ବାରିକ ଙ୍କ ରିପୋର୍ଟ kalinga 24 news

Spread the love

Leave a Reply

Your email address will not be published. Required fields are marked *