Header-News-Banner

ଶିକ୍ଷକ ଙ୍କୁ ଉଠାଇ ନେଲା କ୍ରାଇମ ବ୍ରାଞ୍ଚ। ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ସଂପୃକ୍ତି ଅଭିଯୋଗ।

0
IMG-20250801-WA0145

ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଆଉ ଦୁଇ ଜଣଙ୍କୁ ଉଠାଇ ନେଲା କ୍ରାଇମ ବ୍ରାଞ୍ଚ।କୋରାପୁଟ ଓ କଳାହାଣ୍ଡି ର ଦୁଇ ଜଣ ଶିକ୍ଷକ ଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। କଳାହାଣ୍ଡି ରୁ ଗିରଫ ହୋଇଛନ୍ତି ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ। ଭବାନୀପାଟଣା ଭେଜିପଦର୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରଶାନ୍ତ ଖମାରୀ।ତେବେ ମୂଳ ପ୍ରଶ୍ନପତ୍ର ର ହାତଲେଖା ନକଲ୍ ତିଆରି କରିଥିଲେ ଉଭୟ ଶିକ୍ଷକ।ବର୍ତ୍ତମାନ ସୁଦ୍ଧା ଏହି ଘଟଣା କୁ ନେଇ ମୋଟ୍ ୬ ଜଣ ଗିରଫ ହେଲେଣି।ଗତ କାଲି କ୍ରାଇମ ବ୍ରାଞ୍ଚ ଟିମ୍ ସଦର ଥାନା ର ସହାୟତା ରେ ପ୍ରଧାନ ଶିକ୍ଷକ ଙ୍କୁ ମନ୍ଦାର ବଗିଚା ପଡା ନିଜ ବାସଭବନ ରୁ ଉଠାଇ ନେଇଛି। ଭବାନୀପାଟଣା ରୁ ସର୍ମିଷ୍ଟା ଯୋଷୀ ଙ୍କ ରିପୋର୍ଟ କଳିଙ୍ଗ 24 ନ୍ୟୁଜ୍

Spread the love

Leave a Reply

Your email address will not be published. Required fields are marked *