ଅକ୍ଷୟ ତୃତୀୟା ପରଠୁ ଏହି ରାଶିମାନଙ୍କର ଭାଗ୍ୟ ଉଜ୍ଜ୍ୱଳ
ଆଜି ହେଉଛି ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା । ହିନ୍ଦୁ ପରମ୍ପରା ଅନୁସାରେ ଏହି ଦିନଟି ଅତ୍ୟନ୍ତ ଶୁଭ । ଚଳିତ ବର୍ଷର ଅକ୍ଷୟ ତୃତୀୟା ଦିନ ଗ୍ରହଙ୍କ ଅଦ୍ଭୁତ ସଂଯୋଗ କାରଣରୁ ଅନେକ ରାଜଯୋଗ ହେବାକୁ ଯାଉଛି । ଅକ୍ଷୟ ତୃତୀୟା ପରଠୁ ଏହି ରାଶିମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବ । କ୍ୟାରିଅରରେ ହେଉ…ଜମିବାଡି କିଣାକିଣି କରିବାରେ ହେଉ କିମ୍ବା ଚାକିରିରେ ଉନ୍ନତି କ୍ଷେତ୍ରରେ ହେଉ ଏହି ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ । ସେହିପରି ଆଜିର ଦିନରେ କେଉଁ ରାଶି କ’ଣ କଣିଲେ ଶୁଭ ?