Header-News-Banner

ଡ଼ଙ୍ଗାପାଳ ରେ ଚିପ୍ସ ବୋଝେଇ ହାଇୱା ଦ୍ୱର୍ଘଟଣା ଗ୍ରସ୍ତ l

0
IMG-20260111-WA0049

ଯୁଯୋମୁରା, ୧୧/୧/୨୬, ଗତ କାଲି ମଧ୍ୟ ରାତ୍ରି ରେ ଏକ ଚିପ୍ସ ବୋଝଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ସୂଚନା ମୁତାବକ ଓଡି ୧୫ ଏଡି ୭୩୨୩ ମାନେଶ୍ଵର ପଟୁ ଚିପ୍ସ ଲୋଡ଼ ନେଇ ଯୁଯୋମୁରା ରୁ ଗଡ଼ଲୋଇସିଂହ କୁ ଯାଉଥିଲା l ଡ଼ଙ୍ଗାପାଳ ସ୍ଥିତ ବନ୍ଧା ବୁଲାଣି ପାଖରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ପ୍ରକାଶ l ବୋଝେଇ ଗୋଇଥିବା ଚିପ୍ସ ସବୁ ରାସ୍ତା ପାର୍ଶ୍ୱରେ ବିଛାଇ ହୋଇପଡିଛି ଏବଂ ଗାଡି ଟି ରାସ୍ତା ଅଧା ଅବରୋଧ କରିରଖିଛି l ଚାଲାକ ସାମାନ୍ୟ ଆହତ ହୋଇଥିବା ଯୁଯୋମୁରା ପୋଲିସ ସୁତ୍ରରୁ ପ୍ରକାଶ l

Spread the love

Leave a Reply

Your email address will not be published. Required fields are marked *