Header-News-Banner

ଏଚ୍ ପି ଭି ଟୀକା କର୍କଟ ରୋଗରୁ ମୁକ୍ତ

0
WhatsApp Image 2026-03-17 at 5.01.39 PM

ଆଜି ତିହିଡି ମେଡିକାଲ ପରିସରରେ ଏକ ରାଲି କରାଯାଇଥିଲା.ଏହି ରାଲିରେ ମୁଖ୍ୟ ଉଦେଶ୍ୟ କର୍କଟ ରୋଗରୁ କେମିତି ମୁକ୍ତି ପାଇବେ. ୧୪ବର୍ଷ ର ବୟସ ଝିଅ ମାନଙ୍କୁ କର୍କଟ ରାଗରୁ ନିରାକରଣପାଇଁ ସଚେତନ ବାର୍ତା ବାଣ୍ଟିଥିଲେ ଆଶା ଦିଦି. ଲକ୍ଷ୍ୟ ସୁସ୍ଥ ଜୀବନ ସୁଖୀ ଜୀବନ. କର୍କଟ ରୋଗରୁ ସୁରକ୍ଷା ପାଇଁ ଏକଟି ଏଚ୍ ପି ଭି ଟୀକା ଆବଶ୍ୟକ.

ତିହିଡି ରୁ ରତିକାନ୍ତ ଦାସ
କଳିଙ୍ଗ ଫୋକସ ପେପର

Spread the love

Leave a Reply

Your email address will not be published. Required fields are marked *