- ୯କୋଟିଠକେଇ; #ବିଲ୍ଡର୍_ଗିରଫ
- ୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡର୍ ଗିରଫ
- ଛତିଶଗଡ଼ରୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା (EOW)
- ୪ଟି ଚେକ୍ ବାଉନ୍ସ ଅଭିଯୋଗ ମାମଲାରେ ଗିରଫ
- ୨୦୨୪ରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ହୋଇଥିଲା ଅଭିଯୋଗ
- ମୟୂରଭଞ୍ଜ ଭଞ୍ଜପୁର ପୋଲିସ ଷ୍ଟେସନରେ ରୁଜୁ ହୋଇଥିଲା ମାମଲା