- ସୁନାକମିଲା ସାଢ଼େ୬ହଜାର
- କମିଲା ସୁନା ଦର୍; ଆଜି ଦିନକରେ ୨୨ କ୍ୟାରେଟ୍ କମିଲା ସାଢ଼େ ୬ ହଜାର
- କାଲି ୨୨ କ୍ୟାରେଟ୍ ୧୦ ଗ୍ରାମ୍କୁ ଥିଲା ୧ ଲକ୍ଷ ୪୪ ହଜାର ୩ ଶହ ଟଙ୍କା
- ଆଜି ସାଢ଼େ ୬ ହଜାର କମି ୧ ଲକ୍ଷ ୩୭ ହଜାର ୭୫୦କୁ କମିଲା
- ଆଜି ୨୪ କ୍ୟାରେଟ୍ ସୁନା ଦର୍ ମଧ୍ୟ ୭ ହଜାର ୧୪୦ ଟଙ୍କା କମିଲା
- ୧ ଲକ୍ଷ ୫୭ ହଜାର ୪୨୦ରୁ ୧ ଲକ୍ଷ ୫୦ ହଜାର ୨୮୦କୁ କମିଲା