- ଖୁବଶୀଘ୍ରସରୁଛିଯୁଦ୍ଧ,#ଜିତୁଛି_ଇସ୍ରାଏଲ୍: ନେତାନ୍ୟାହୁ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
- ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏଲ୍: ବେଞ୍ଜାମିନ୍ ନେତାନ୍ୟାହୁ
- ମୁଁ ଜୀବିତ ଅଛି ଏବଂ ଆପଣ ସମସ୍ତେ ଏହାର ସାକ୍ଷୀ”: ନେତାନ୍ୟାହୁ
- ଇରାନର ପରମାଣୁ ଓ ମିସାଇଲ୍ ଶକ୍ତିକୁ ଶେଷ କରିବା ଆମର ଲକ୍ଷ୍ୟ”
- ଇରାନର ଶାସନ ବ୍ୟବସ୍ଥା କେବଳ ଇସ୍ରାଏଲ୍ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ବିପଦ”