ଶ୍ରୀରାମ ପାଇଁ ଭଵ୍ୟ ଆୟୋଜନ
ରତିକାନ୍ତ ଦାସ
କଳିଙ୍ଗ ଫୋକସ ପେପର
ତିହିଡି କଲେଜ ଛକ ନିକଟରେ ଶ୍ରୀରାମ ପାଇଁ ଭଵ୍ୟ ଆୟୋଜନ କରାଯାଇଛି. ଦୀର୍ଘ ଚାରିବର୍ଷ ହେବ ସୁଚାରୁରୂପେ କାଯ୍ୟ କରିଆସୁଛନ୍ତି ଶ୍ରୀରାମ ସେବା ସଂଗଠନର କର୍ମକର୍ତା ମାନେ l ଏହା ପ୍ରତିବର୍ଷ ଉତ୍ସବ କୁ ଭଵ୍ୟ ଆଉ ଦିବ୍ୟ ରୂପ ବୋଲି କହିଛନ୍ତି ସଂଗଠନ ର ସଦସ୍ୟ ଅରବିନ୍ଦ କୁମାର ମଳିକ ଓ ଅନ୍ୟମାନେ l ପ୍ରଭୁ ଶ୍ରୀରାମଙ୍କ ପାଖରେ ଦୀପ ଜାଳି ଜୟ ଶ୍ରୀରାମ ନରାରେ ପ୍ରକମ୍ପିତ ହେଉଥିଲା ତିହିଡି ମାଟି l ଶହ ଶହ ଲୋକଙ୍କର ଛୁଟିଥିଲା ସୁହ l ପ୍ରୟ ଦଶ ହଜାର ଲୋକଙ୍କର ଭୋଜନ ର ବ୍ୟବସ୍ତା ମଧ୍ୟ କରିଥିଲା ଶ୍ରୀରାମ ସେବା ସଂଗଠନ ତରଫରୁ l ଏହି ଭଵ୍ୟ ଆୟୋଜନ କରି ବେସ୍ ଉତ୍ସାହିତ ଅଛନ୍ତି ସଂଗଠନ ର କର୍ମକର୍ତା ମାନେ