Header-News-Banner

ଶ୍ରୀରାମ ପାଇଁ ଭଵ୍ୟ ଆୟୋଜନ

0
WhatsApp Image 2026-03-27 at 4.24.49 PM

ରତିକାନ୍ତ ଦାସ
କଳିଙ୍ଗ ଫୋକସ ପେପର

ତିହିଡି କଲେଜ ଛକ ନିକଟରେ ଶ୍ରୀରାମ ପାଇଁ ଭଵ୍ୟ ଆୟୋଜନ କରାଯାଇଛି. ଦୀର୍ଘ ଚାରିବର୍ଷ ହେବ ସୁଚାରୁରୂପେ କାଯ୍ୟ କରିଆସୁଛନ୍ତି ଶ୍ରୀରାମ ସେବା ସଂଗଠନର କର୍ମକର୍ତା ମାନେ l ଏହା ପ୍ରତିବର୍ଷ ଉତ୍ସବ କୁ ଭଵ୍ୟ ଆଉ ଦିବ୍ୟ ରୂପ ବୋଲି କହିଛନ୍ତି ସଂଗଠନ ର ସଦସ୍ୟ ଅରବିନ୍ଦ କୁମାର ମଳିକ ଓ ଅନ୍ୟମାନେ l ପ୍ରଭୁ ଶ୍ରୀରାମଙ୍କ ପାଖରେ ଦୀପ ଜାଳି ଜୟ ଶ୍ରୀରାମ ନରାରେ ପ୍ରକମ୍ପିତ ହେଉଥିଲା ତିହିଡି ମାଟି l ଶହ ଶହ ଲୋକଙ୍କର ଛୁଟିଥିଲା ସୁହ l ପ୍ରୟ ଦଶ ହଜାର ଲୋକଙ୍କର ଭୋଜନ ର ବ୍ୟବସ୍ତା ମଧ୍ୟ କରିଥିଲା ଶ୍ରୀରାମ ସେବା ସଂଗଠନ ତରଫରୁ l ଏହି ଭଵ୍ୟ ଆୟୋଜନ କରି ବେସ୍‌ ଉତ୍ସାହିତ ଅଛନ୍ତି ସଂଗଠନ ର କର୍ମକର୍ତା ମାନେ

Spread the love

Leave a Reply

Your email address will not be published. Required fields are marked *