Header-News-Banner
WhatsApp Image 2026-04-04 at 8.04.29 AM
  • ଯୁଦ୍ଧରେ୧୩ ଆମେରିକୀୟ ସୈନ୍ୟ ନିହତ
  • ଇରାନ୍ ସହ ଯୁଦ୍ଧରେ ଏଯାବତ୍ ୧୩ ଆମେରିକୀୟ ସୈନ୍ୟ ନିହତ
  • ଫେବ୍ରୁଆରୀ ଶେଷ ଭାଗରେ ସଂଘର୍ଷ ଆରମ୍ଭ ହେବା ପରଠୁ ୧୩ ନିହତ
  • କୁଏତ, ବାହାରିନ୍, ସିରିଆରେ ଆମେରିକା ସୈନ୍ୟ ଠିକଣା ଉପରେ ହମ୍‌ଲାରେ ମୃତ୍ୟୁ
  • ୧୩ ଆମେରିକୀୟ ସୈନ୍ୟ ନିହତ, ୨୪୭ ଜଣ ଆହତ ସୂଚନା
  • ଏନେଇ ପେଣ୍ଟାଗନ ପକ୍ଷରୁ ଜାରି କରାଗଲା ତଥ୍ୟ
  • ଆହତଙ୍କ ମଧ୍ୟରୁ ୨ ଶହ ଆର୍ମି ସୈନ୍ୟ, ୬୩ ନାବିକ ଓ ୩୬ ବାୟୁସେନା ସୈନ୍ୟ

Spread the love

Leave a Reply

Your email address will not be published. Required fields are marked *