- ଯୁଦ୍ଧରେ୧୩ ଆମେରିକୀୟ ସୈନ୍ୟ ନିହତ
- ଇରାନ୍ ସହ ଯୁଦ୍ଧରେ ଏଯାବତ୍ ୧୩ ଆମେରିକୀୟ ସୈନ୍ୟ ନିହତ
- ଫେବ୍ରୁଆରୀ ଶେଷ ଭାଗରେ ସଂଘର୍ଷ ଆରମ୍ଭ ହେବା ପରଠୁ ୧୩ ନିହତ
- କୁଏତ, ବାହାରିନ୍, ସିରିଆରେ ଆମେରିକା ସୈନ୍ୟ ଠିକଣା ଉପରେ ହମ୍ଲାରେ ମୃତ୍ୟୁ
- ୧୩ ଆମେରିକୀୟ ସୈନ୍ୟ ନିହତ, ୨୪୭ ଜଣ ଆହତ ସୂଚନା
- ଏନେଇ ପେଣ୍ଟାଗନ ପକ୍ଷରୁ ଜାରି କରାଗଲା ତଥ୍ୟ
- ଆହତଙ୍କ ମଧ୍ୟରୁ ୨ ଶହ ଆର୍ମି ସୈନ୍ୟ, ୬୩ ନାବିକ ଓ ୩୬ ବାୟୁସେନା ସୈନ୍ୟ