Header-News-Banner

ଯୁଯୋମୁରା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବାହାରିଲା ଶିକ୍ଷା ସଚେତନ ରଥ

0
WhatsApp Image 2026-04-04 at 5.44.25 PM

ଯୁଯୋମୁରା,୪/୪/୨୦୨୬, ଆଜି ଯୁଯୋମୁରା ବ୍ଲକ ର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଓଡିଶା ସରକାର ଙ୍କ ଶିକ୍ଷା ବିଭାଗ ତରଫରୁ ଚାଲିଥିବା ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଶିକ୍ଷା ସଚେତନ ରଥ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଳିମା ଗ୍ଲୋରିୟା ଡୁଙ୍ଗ ଡୁଙ୍ଗ ଓ ମୁଖ୍ୟ ଅତିଥି ଜିଲ୍ଲା ସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷା ବିତ ବନମାଳୀ ମିଶ୍ର ଶିକ୍ଷା ରଥ କୁ ଦ୍ବିପ ପ୍ରଜ୍ବଳନ କରି ଥିଲେ ଓ ସବୁଜ ପତକା ଦେଖେଇ ଶୁଭ ଉଦଘାଟନ କରିଥିଲେ ଏହି ଶିକ୍ଷା ମହାନ ପ୍ରବେଶ ପର୍ବ କୁ ସଚେତନ କରିବା ଲକ୍ଷ ରେ ପ୍ରଥମେ ଡ଼ଙ୍ଗାପାଳ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ରଥ ପହଁଚି ଥିଲା ସେଠାରେଶିକ୍ଷା ସଚେତନ ବିଷୟରେ ପାଲା ପରିବେଷଣ କରା ଯାଇ ଥିଲା ଏହି ଅବସରରେ ଗୋଷ୍ଠୀ କାର୍ଯ୍ୟାଳୟ ର ସେକ୍ସନ ଅଫିସର ପବିତ୍ର ମୋହନ ଝାଙ୍କର, ଠାକୁର ରଥ, ସମୁଦ୍ର ପ୍ରଧାନ, ସୁନୀତି ସାହୁ, ସୁଶୀଲ କୁମାର ଭୋଇ, ତୁଷାର ସାହୁ, ନେପାଳ ରଣା, ଚନ୍ଦ୍ରକାନ୍ତ ଭୋଇ ଓ ଶିକ୍ଷା ସ୍ବେଛାସେବୀ ଟଙ୍କ ଧର ମହାପାତ୍ର ସହଯୋଗ କରି ଥିଲେ ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧକାରୀ ସଂଯୁକ୍ତା ବେହେରା ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *