Header-News-Banner

ଏକ ବର୍ଷ ହେଲା ସୁଶୀଳା କୁ ମିଳୁନି ଚାଉଳ,,,,,

0
WhatsApp Image 2026-04-04 at 5.44.33 PM


ବୌଦ୍ଧ ୪/୪/( କୁନା ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗl ବ୍ଲକ ତଳଗାଁ ପଂଚାୟତ ଡl କପଦର ଗ୍ରାମରେ ବl ସକରନ୍ତି ଏକ କୋଲଃ ପରିବାର ହେଲେ ସ୍ବାମୀ ଗୁରୁବl ରିଆ ପ୍ରଧାନ ଏକ ବର୍ଷ ହେଲା ପେଟ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଥିବା ବେଳେ ସେ EKYC କରି ନାହିଁ କିନ୍ତୁ ତାଙ୍କ ସ୍ତ୍ରୀ ସୁଶୀଳା EKYC କରିଥିଲେ ମଧ୍ୟ ତାଙ୍କୁ ଏକ ବର୍ଷ ହେଲା ଚାଉଳ ୫ କେଳି ମିଳି ପାରୁନି ବରଂ ସେ ବହୁ ବାର ପଂଚାୟତ କୁ ଯାଇ ଯୋଗାଣ ସହାୟକ ଙ୍କୁ କାକୁତି ମିନତି ନେହୁରା ହୋଇ ମୋତେ ମୋର ଚାଉଳ ୫ କେଜି ଦିଅ ବରଂ ମୋ ସ୍ବାମୀ ର ଚାଉଳ ନ ଦିଅ ବୋଲି କହିଥିଲେ ସୁଦ୍ଧା ଯୋଗାଣ ସହାୟକ ଜଣକ ଶୁଣିବାକୁ ନାରାଜ ତାପରେ ସେ ଜଣେ ରୁଗୁଣl କାମ ଧନ୍ଦା କରିବା ପାଇଁ ସାହସ ନାହିଁ ଯଦି ବି ଦେହ ଭଲ ଥାନ୍ତା ସେମାନେ ଜଙ୍ଗଲ ରୁ କନ୍ଦl ମl ଶିଆ ଲାଖ, ଝୁଣା, ମହୁ, ସଂଗ୍ରହ କରି ଚଳି ଯାଆନ୍ତା ହେଲେ ସେହି ମହିଳା ଜଣକୁ ଦେଖିଲେ ବହୁତ୍ କଷ୍ଟ ଲାଗୁଛି କିନ୍ତୁ ବିଭାଗୀୟ ଅଧିକାରୀ ଜାଣି ଶୁଣି ଚାଉଳ ବନ୍ଦ ହୋଇଛି ନା ଯୋଗାଣ ସହାୟକ ମନେ ମନେ ବନ୍ଦ କରିଚନ୍ତି l ଜିଲ୍ଲାପାଳ ଏହାର ଏକ ବଡ଼ ତଦନ୍ତ କଲେ ପ୍ରକୃତ୍ ଭାବେ ଉପରୁ ଚାଉଳ ଆସୁଛି ନା ନାହିଁ ଯଦି ଆସୁଛି ଯୋଗାଣ ସହାୟକ ଏସବୁ ଆତ୍ମସାତ କରୁ ନାହିଁ ତ ତଦନ୍ତ ହେଲେ ପ୍ରକୃତ ଗୁଡ଼ ରହସ୍ୟ ଜଣା ପଡ଼ିବ। ( ଜିଲ୍ଲା ପ୍ରତିନିଧି କୁନା ବେହେରା ଙ୍କ ରିପୋର୍ଟ୍ କଳିଙ୍ଗ ଫୋକସ )

Spread the love

Leave a Reply

Your email address will not be published. Required fields are marked *