Header-News-Banner

ଯାଜପୁର ଜିଲ୍ଲା ବିଜେଡି ଉପ ସଭାପତି

0
WhatsApp Image 2026-05-04 at 10.30.38 AM

ଯାଜପୁର ଜିଲ୍ଲା ବିଜେଡି ଉପ ସଭାପତି ଲୋକନାଥ ଧିଦାନଗଦି ବ୍ଲକ ବିଜେଡି ର ମାରାଥନ୍ ମିଟିଂର, ବରିଷ୍ଟ ବିଜେଡି ନେତା ପ୍ରଦୀପ କୁମାର ମହାନ୍ତି,ଦାନଗଦି ବ୍ଲକ ସଭାପତି ଗୋପାଳ ଚନ୍ଦ୍ର ବାରିକ୍, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଧିର, ,8ନମ୍ୱର ଜୋନ କାର୍ଯ୍ୟକାରୀ ଯୁବ ସଭାପତି ଅଜୟ କୁମାର ଜେନା, ନଛିପୁରା ସଭାପତି ଅମୂଲ୍ୟ ନାୟକ, ଗୋବର୍ଦ୍ଧନ ପୂର୍ ସଭାପତି ସୁଶୀଲ ପୁହାଣ,8 ନମ୍ୱର ଜୋନ ର ମହିଳା କାର୍ଯ୍ୟକାରୀ ସଭାପତି ଲୋପାମୁଦ୍ରା ପୁହାଣ, ଗୋବର୍ଦ୍ଧନ ପୁର ପଞ୍ଚାୟତ ର ପ୍ରୁବତନ ସରପଞ୍ଚ ପ୍ରଦ୍ୟୁମ୍ନ ବାରିକ ,ଓ କର୍ମ କର୍ତ୍ତା ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *