Header-News-Banner

ବିଶ୍ଵ ପରିବେଶ ଦିବସ ଅବସରରେ ସିମୁଳିଆ

0
WhatsApp Image 2026-06-06 at 1.44.05 PM

ବିଶ୍ଵ ପରିବେଶ ଦିବସ ଅବସରରେ ସିମୁଳିଆ ତହସିଲଦାର ଙ୍କ ଦ୍ଵାରା ଚାରା ରୋପଣ କରାଯାଇଛି।ମଇ ତା ପୁର ସ୍ତିତ ତୁଳସୀ ଆଶ୍ରମ ପ୍ରାଙ୍ଗଣରେ ତହସିଲଦାର ସୋମ୍ୟରଞ୍ଜନ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ମଇ ତା ପୁର ରାଜସ୍ବ ନୀରିକ୍ଷକ ତାପଶ କୁମାର ସେନ୍,ତହସିଲ୍ ଅଫିସ୍ ର ବରିଷ୍ଟ କିରାଣୀ ସର୍ବେଶ୍ଵର ପଣ୍ଡାଙ୍କ ସମେତ ତହସିଲ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଗ୍ରାମବାସୀ ବୃକ୍ଷ ରୁପଣ କରି ଏହାର ସୁରକ୍ଷା ପାଇଁ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *