Header-News-Banner

ଧୀରଜ ସେଠ୍‌ ନୂଆ ସ୍ଥଳସେନା ମୁଖ୍ୟ…

0
WhatsApp Image 2026-06-13 at 8.35.40 PM
  • ନୂଆ ସ୍ଥଳସେନା ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର
  • ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
  • ସ୍ଥଳସେନା ମୁଖ୍ୟ ଭାବେ ଆସନ୍ତା ୩୦ରେ ଦାୟିତ୍ଵ ନେବେ
  • ଜେନେରାଲ୍ ଉପେନ୍ଦ୍ର ଦ୍ଵିବେଦୀଙ୍କଠାରୁ ଦାୟିତ୍ଵ ନେବେ ଧୀରଜ ସେଠ୍
  • ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ଯାଏଁ ସ୍ଥଳସେନା ମୁଖ୍ୟ ଦାୟିତ୍ବରେ ରହିବେ
  • ଏବେ ଉପସେନା ମୁଖ୍ୟ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌

Spread the love

Leave a Reply

Your email address will not be published. Required fields are marked *