Header-News-Banner

ନାବାଳିକାର ଆପତ୍ତିଜନକ ଫଟୋ ଭାଇରାଲ କରି ଗିରଫ ହେଲେ ସାତ ଯୁବକ

0
Picsart_25-08-20_21-46-59-767

ନାବାଳିକାର ଆପତ୍ତିଜନକ ଫଟୋ ଭାଇରାଲ କରି ଗିରଫ ହେଲେ ସାତ ଯୁବକ । ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭେଡେନ ଅଞ୍ଚଳରେ ଘଟିଛି ଏପରି ଏକ ଘଟଣା । ନାବାଳିକାର ଫଟୋ ମୋବାଇଲରେ ଭାଇରାଲ କରାଯିବା ପରେ ପୋଲିସ ଥାନାରେ ନାବାଳିକାର ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଭେଡେନ ପୋଲିସ ଘଟଣାର ତଦନ୍ତ କରି ଭେଡେନ ଥାନା କେସ ନଂ ୧୮୮ ରେ ଏକ ମାମଲା ରୁଜୁ କରି ସାତ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *