Header-News-Banner

ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି l

0
IMG-20260228-WA0245
     (ଅଜିତ କୁମାର ସଗରିଆ )

ମାଲକାନଗିରି୨୮/୦୨(ନି:ପ୍ର) ଆଦିବାସୀ ଅଦ୍ୟୁଷିତ ଅଂଚଳ ର ଛାତ୍ର ଛାତ୍ରୀ ଙ୍କ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ରସରକାର ଙ୍କ ବହୁ ଯୋଜନା ଲକ୍ଷାଧିକ ଅର୍ଥ ଖର୍ଚ୍ଚ କରାଯାଇ ଉର୍ନତ ମାନର ଶିକ୍ଷା ପାଇବା ର ପ୍ରଚେଷ୍ଟା କରୁଥିବା ବେଳେ l କିଛି ସ୍ୱାର୍ଥ ଵାଧି ଟଙ୍କା ର ଲୋଭରେ ପଢ଼ୁଥିବା କର୍ମଚାରୀ ଙ୍କ ପାଇଁ ଏମିତି ସମସ୍ୟା ଉପୁଜିବାର ଦେଖାଦେଇଛି ଏହା ମାଲକାନଗିରି ଜିଲ୍ଲା ସଦର ବ୍ଲକ ଗ୍ରାମ ତଣ୍ଡା ପାଲ୍ଲୀ ବିଦ୍ୟାଳୟ ର ଦୃଶ୍ୟ l ଯାହାକି ବାପା ମାଂ ମାନେ ନିଜ ପିଲା ଛୁଆ ଙ୍କୁ ପାଠ ପଢ଼େଇ ମଣିଷ କରେଇବାର ଏବଂ ନିଜ ଏରିଆର ନା ରଖିଵା କୁ ସପ୍ନ ଦେଖୁଥିବା ବେଳେ, କିଛି ଏପରି ଟଙ୍କା ର ଲୋଭ ପ୍ରକୃତି ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କ ପାଇଁ ପଛଘୁଞ୍ଚାରେ ଅଦ୍ୟୁଷିତ ଅଂଚଳ ର ଛାତ୍ର ଛାତ୍ରୀ l ସରକାର ଙ୍କ ଅନୁଦାନ ରୁ ଆସୁଥିବା ଅନେକ ଟଙ୍କା କୁ ଭଲ ଖାଦ୍ୟ ଦିଆଯିଵା କଥା, କିନ୍ତୁ ଆସିଥିବା ଟଙ୍କା କୁ ଦେଖାଣିଆ ଭାବେ ନାମକ ମାତ୍ର ରୁଷେଇ ହେଇଥିବାର ନାଁ ରେ ପିଲାଙ୍କ ପାଇଁ ଆସିଥିବା ଅର୍ଥ କୁ ଆତ୍ମସାତ l ଯାହାକି ଏହି ବିଦ୍ୟାଳୟ ର ସମସ୍ୟା ଉପରେ ଅବିଭାବକ ଏପରି ସମସ୍ୟା ଉପୁଜୁଥିବାର କହିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ବୋଲି ମାଝୀ ଙ୍କୁ ଏବଂ ଏହାର ସବିଶେଷ ତଥ୍ୟ ଭିଡିଓ ମଧ୍ୟ ଉତ୍ତଳନ କରିଥିବାର ରହିଅଛି ତେଣୁ ଏହି ପରି ସମସ୍ୟା କୁ ବହୁ ନିନ୍ଦନୀୟ ଅଟେ ବୋଲି ଆଜି ଯୁବନେତା ଜିଲ୍ଲା ପରିଷଦ ସଭ୍ୟ ବୋଲି ମାଝୀ ନିଜେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ,ଅଦ୍ୟୁଷିତ ଅଂଚଳ ର ବିକାଶ ନାମରେ ବହୁତ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ କିଛି ତଦନ୍ତ କାରି ଙ୍କ ଦୁର୍ବଳତା ପାଇଁ ଆଜି ପିଲାଙ୍କ ପେଟମାରି ଅର୍ଥ ଆତ୍ମସାତ କରି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର ଘେରରେ ଠେଲି ଦେଉଥିବାର ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରି କହିଛନ୍ତି l ଏବଂ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ପ୍ରତି ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ମାଲକାନଗିରି ଜିଲ୍ଲା ପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଯାହାକି ଏପରି ଆଗକୁ ଆଉ କେଉଁ ବିଦ୍ୟାଳୟ ରେ ଆଉ ହେବନାହିଁ କିପରି ତାର ସୁଧାର ଅଣାଯାଉ ଏବଂ ପିଲାମାନଙ୍କୁ ଅନ୍ୟାନ୍ୟ କାଠ ସଜାଡ଼ିବା,ମାଡ଼ ମାରିବା, ମନଇଚ୍ଛା ଇଙ୍ଗିତ କରି ପରିବାରର ବାପା ମାଂ ଙ୍କ ନାମ ନେଇ ଗଣ ଠେସା କରିବା ଏମିତି ଅଭିଯୋଗ ଏହି ବିଦ୍ୟାଳୟରେ ରହିଥିବାର ଦେଖିବାକୁ ମିଳୁଛି l ଏବଂ ସେ ସବୁ ଉପରେ ଗୁରୁତ୍ୱ ଦେଇ ସମସ୍ୟା ର ସମାଧାନ କରିବା କୁ ନେଇ ବୃଦ୍ଧିଜୀ ମାହୋଲ ରୁ ମଧ୍ୟ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି l ଏହାର ତଦନ୍ତ ପାଇଁ ଜନସାଧାରଣ ଙ୍କ ଅପେକ୍ଷା l

Spread the love

Leave a Reply

Your email address will not be published. Required fields are marked *