Header-News-Banner

ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ

0
WhatsApp Image 2026-03-11 at 2.27.49 PM

ନବରଙ୍ଗପୁର: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ ହୋଇଛି ଯାହା ୨୦/୩/୨୬ ରୁ ୧୩/୩/୨୬ ପର୍ଯ୍ୟନ୍ତ ଚାଲୁ ରହିବ।ଏହି କ୍ୟାମ୍ପରେ dr malaya ku pradhan, CDMO, dr sukanta Chandra satapathy, DMO, Sri Sankar Acharya, DPM,NHM ଏବଂ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ ।ଏହି କ୍ୟାମ୍ପରେ ମେଡିକାଲ କଲେଜର ବିଭିନ୍ନ

ବିଭାଗର ସୁପର ସ୍ଫିସିଆଲିଟୀ ଡାକ୍ତରମାନେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିଥିଲେ।

ଏହି କ୍ୟାମ୍ପର ପ୍ରଥମ ଦିନରେ ୨୩୦ ଜଣ patient ପଞ୍ଜିକରଣ କରିବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷଣ କରାଇଛନ୍ତି |

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Spread the love

Leave a Reply

Your email address will not be published. Required fields are marked *