Header-News-Banner

ଲୋକାୟତ ପ୍ରତିବା କୁ ଲୋକ ଲୋଚନ ଆଣିବା ଏକ ପ୍ରୟାଶ

0
WhatsApp Image 2026-03-11 at 3.30.55 PM

ବିଷମ କଟକ୧୧/୩/୨୦୨୬ ( ପ୍ରଶାନ୍ତ କୁମାର ପାତ୍ର ) ରାୟଗଡା ଜିଲ୍ଲା ବିଷମ କଟକ ଶିକ୍ଷାଭିବାଗ ଅଧିନରେ ଥିବା ବେତ୍ୟାପଡା ଗ୍ରାମ ପଞ୍ଚାୟତ ର ସଦର ମୋହକୁମା ରେ ଥିବା, ପି. ଏମ. ଶ୍ରୀ. ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷାତ୍ରି ଶ୍ରୀମତୀ ବିଷ୍ଣୁ ପ୍ରିୟା ନାୟକ ଙ୍କ ଅଧ୍ୟ୍ୟକ୍ଷ୍ୟତା ରେ ଏହି କାର୍ଯ୍ୟକ୍ରମ ହଇଥିଲା | ବିଦ୍ୟାଳୟର ଷଷ୍ଠ ଶ୍ରେଣୀରୁ ନବମ ଶ୍ରେଣୀର ମୋଟ ୩୯୦ ଜଣ ଛାତ୍ର ଛାତ୍ରୀ ଅସଂ ଗ୍ରହଣ କରିଥିଲେ | ମୋଟ ଛାତ୍ର ଛାତ୍ରୀ ଙ୍କୁ ୧୧ ଗୋଟି ଗୃପ କରି ଗଣିତ କାର୍ଯ୍ୟକ୍ରମ ଯଥା ଲ. ସା. ଗୁ. ଓ ଗ. ସା. ଗୁ. ବିଭିନ୍ନ କୋଣ ର ପରିମାପ କ୍ଷେତ୍ରଫଳ ସଂଖ୍ୟା ବିଷୟ ରେ ଛାତ୍ର ଛାତ୍ରୀ ଉପସ୍ଥାପନା କରିଥିଲେ | ସେହିପରି ବିଜ୍ଞାନ ସର୍କଲ ରେ ପାୱାର ପ୍ଲାଣ୍ଟ ସୋର ଜଗତ ,ରକେଟ.ଉଦ୍ଭିଦ ଵିବିନ୍ନ ଅସଂ ଇତ୍ୟାଦି ସ୍ଥାନ ପାଇଥିଲା | ଏଥିରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ବିଦ୍ୟାଳୟ ର ଗଣିତ. ବିଜ୍ଞାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ଶୋ ହଯୋଗ କରି ଗଣିତ. ବିଜ୍ଞାନ. ଓ ବିଜ୍ଞାନ ସଂମ୍ବଦ୍ଧିୟ ପ୍ରକଳ୍ପ ଏବଂ ପ୍ରଶିକ୍ଷଣ ଚାର୍ଟ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା | ବିଭିନ୍ନ ଗ୍ରୁପ ଛାତ୍ର ଛାତ୍ରୀ ଙ୍କୁ ଗୋଟେ ଶ୍ରେଣୀ ଗୃହରେ ଶିକ୍ଷକମାନଙ୍କ ତତ୍ୟବଧାନର ରେ ଛାତ୍ର ଛାତ୍ରୀ ମାନେ ବନେଥିବ ପ୍ରକଳ୍ପ କୁ ଅନ୍ୟ ଶିକ୍ଷକ ମାନେ ପ୍ରଶ୍ନ ଉତ୍ତର କରିଥିଲେ | ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଟିଶୁରୁ ମାଣ୍ଡିକା. ଗଣିତ ଶିକ୍ଷକ. ଶିବ ଶଙ୍କର ସାହୁ. ବିଜ୍ଞାନ ଶିକ୍ଷକ ସୄତି ରଞ୍ଜନ ସାହୁ ସହ କର୍ମ ଚାରି ଉପସ୍ଥିତ ରହି ଥିଲେ

Spread the love

Leave a Reply

Your email address will not be published. Required fields are marked *