Header-News-Banner

କଣ୍ଟାମାଳ ତହସିଲଦାରଙ୍କୁ ଗୋ-ସମ୍ମାନ ଆହ୍ବାନ ଅଭିଜାନ ପକ୍ଷରୁ ପ୍ରାର୍ଥନାପତ୍ର ପ୍ରଦାନ

0
WhatsApp Image 2026-04-27 at 8.57.55 PM

କଣ୍ଟାମାଳ ୨୭:୦୪:୨୦୨୬(ପୂର୍ଣ୍ଣ ଚରଣ ସାହୁ )କଣ୍ଟାମାଳ ତହସିଲଦାରଙ୍କ ଜରିଆରେ ଗୋ-ସମ୍ମାନ ଆହ୍ବାନ ଅଭିଜାନ ପକ୍ଷରୁ ମହାମହିମ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ରାଜ୍ୟପାଳ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ପତ୍ର ପ୍ରଦାନ କରାଯାଇଛି | ସମଗ୍ର ଭାରତ ବର୍ଷରେ ଗୋ ହତ୍ୟା ସମ୍ପୁର୍ଣ୍ଣ ସମାପ୍ତ କରିବା ଓ ଗୋ ମାତାଙ୍କୁ ରାଷ୍ଟ୍ର ସ୍ତରୀୟ ସମ୍ମାନ ଦେବା ପାଇଁ ପ୍ରାର୍ଥନା ପତ୍ରରେ ଉଲ୍ଲେଖ କରା ଯାଇଛି l କଣ୍ଟାମାଳ ତହସିଲଦାର ଶ୍ବେତ ପଦ୍ମା ଯୋଶୀ ଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ ସମୟରେ ଗୋ ପ୍ରେମୀ ମାନଙ୍କ ସମେତ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *