Header-News-Banner

ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା

0
1c61ff0a-60a2-4f78-a661-fde7e5e94d1a

ଖଇରା 21/8/ ( ସଂଜୟ କୁମାର ବେହେରା ) ଜାତୀୟ ସେବାସଂସ୍ଥାର ଅଧିକାରୀ (NSS)ପ୍ରIଧ୍ୟାପକ ଦ୍ୱାରିକାନାଥ ସତପଥୀ ଓ YRC YOUTH Red cross ର ସଂଯୋଜିକା ଅଧ୍ୟାପିକା ବନୀଷା ମୁଦୁଲିଙ୍କ ତତ୍ୱାବଧାନରେ ଔପଦା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା. ସଭା ପରିଚାଳନା କରିଥିଲେ ପ୍ରାଧ୍ୟାପକ ହରିହର ପଣ୍ଡା.ଏଥିରେ ମୁଖ୍ୟ ଅତିଥି ଭାବେ ଔପଦା ଥାନାର IIC ପ୍ରମୋଦ କୁ ଦାସ ଯୋଗଦାନ କରି ପିଲାମାନଙ୍କୁ ନିଶାନିବାରଣ ଓ cyber ସମ୍ବନ୍ଧୀୟ ସଚେତନ କରିଥିଲେ. ନିଜର ଅନୁଭୂତି ପ୍ରଦାନ କରିବାକୁ ଯାଇ ଶ୍ରୀଯୁକ୍ତ ସତପଥୀ ସ୍ୱୟଂ 12 ବର୍ଷ ତଳେ 7000 ଟଙ୍କା ହରେଇଥିଲେ.ଏତଦଭିନ୍ନ ନିଶାଦ୍ରବ୍ୟ ନୁହେଁ ମ –ମଦ ମାଂସ ଓ ନାରୀ = ମନା ପଛରେ ନ ଗୋଡେଇ ଜୀବନକୁ ସରସ ସୁନ୍ଦର କରିବାର ଆହ୍ୱାନ ଦେଇଥିଲେ.ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ପୂର୍ଣଚନ୍ଦ୍ର ନାୟକ.ଲଷ୍ମୀନାରାୟଣ ଦାସ.ଅଧ୍ୟାପିକା ସବିତା ମହାରଣା.ପୁଷ୍ପାଞ୍ଜଳି ବିଶ୍ୱାଳ.ରଂଜିତା ପଲାଇ ପ୍ରଭାସିନୀ ନାୟକ.Crying ବହୁ ଛାତ୍ରଛାତ୍ରୀ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ.ସର୍ବଶେଷରେ ଶ୍ରୀଯୁକ୍ତ ପଣ୍ଡା ଧନ୍ୟବାଦ ପ୍ରଦାନ ପରେ ସଭାସାଙ୍ଗ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *