Header-News-Banner

ଧର୍ମଗଡ଼ରେ ବିଜେଡିର ନାରୀ ଅଧୂକାର ଅଭିଯାନ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0
WhatsApp Image 2026-06-04 at 6.41.01 PM (1)

ଧାର୍ମଗଡ (କଳିଙ୍ଗ ଫୋକସ ପ୍ରମୋଦ କୁମାର ପଣ୍ଡା ଙ୍କ ରିପୋର୍ଟ )

ନାରୀ ଅଧିକାର ଅଭିଯାନ କିଛି ଅମାନବୀୟ ଘଟଣାର ଉଦାହରଣ ଦେଇ ବିଜେଡି ନେତା, ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ।ବିଜେଡି ନେତାମାନେ କହିଥିଲେ ଯେ, ନାରୀ ସଶକ୍ତିକରଣ କ୍ଷେତ୍ରରେ ବିଜୁ ପଟ୍ଟନାୟକ ଜଣେ ଯୁଗପ୍ରବର୍ତ୍ତକ ଥିଲେ। ପଞ୍ଚାୟତିରାଜ ସଂସ୍ଥା ଓ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ସେ ଏକ ନୂଆ ଦିଗ ଦେଖାଇଥିଲେ। ପରବର୍ତ୍ତୀ ସମୟରେ ବିଜେଡି ସରକାର ପଞ୍ଚାୟତ ଓ ପୌର ସଂସ୍ଥାଗୁଡ଼ିକରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିବା କଥା ମଧ୍ୟ ସେମାନେ ସ୍ମରଣ କରାଇଥିଲେ। ସେମାନେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ବରରେ ବିଜୁ ଜନତା ଦଳ କହିଥିଲେ ଯେ, ବିଜେଡି ୨୦୧୯ ଓ ୨୦୨୪ ଲୋକସଭା (ବିଜେଡି) ପକ୍ଷରୁ ନାରୀ ଅଧିକାର ଅଭିଯାନ ଓ ପ୍ରତିବାଦ ସଭା ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଟିକେଟ ଦେଇଥିଲା ଏବଂ ଆୟୋଜିତ ହୋଇଥିଲା। ଏହି ଅବସରରେ ଶତାଧୂକ ମହିଳା ପ୍ରତି ସଂରକ୍ଷଣ ବିଲ୍-୨୦୨୩କୁ ଦୃଢ଼ ଭାବେ ସମର୍ଥନ କରିବା ପାଇଁ ପୁରୁଷ ଓ ମହିଲା କର୍ମୀ ଧର୍ମଗଡ଼ ଡାକ ବଙ୍ଗଳାରୁ ଏକ ବିଶାଳ ସୋଭା ଯାତ୍ରା କରି । ବିଲ୍‌କୁ ଶୀଘ୍ର କାର୍ଯ୍ୟକାରୀ କରି ଲୋକସଭାରେ ସାମିଲ ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କୁ ସଂରକ୍ଷଣ ଦେବାକୁ ସେମାନେ ଦାବି କରିଥିଲେ। ଶୋଭାଯାତ୍ରା ସମୟରେ ସେମାନେ ରାଜ୍ୟରେ କାର୍ଯ୍ୟକ୍ରମରେ ଟିକେଲାଲ ସାହୁ, ଥବିର ପ୍ରସାଦ ସାହୁ, ଲଳିତା ଆଇନ-ଶୃଙ୍ଖଳା ପରିସ୍ଥିତି ଓ ମହିଳା ସୁରକ୍ଷା ପ୍ରସଙ୍ଗରେ କହିଥିଲେ.ହୀରା ବାଗ, ମମତା ଗୋପାଳ, ମଧୁଛନ୍ଦା ଭଞ୍ଜ, ପ୍ରଶାନ୍ତି , ସରକାର ବିରୋଧରେ ନାରାବାଜି କରିଥିଲେ। ସବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ଦୁହିତା ମାଝୀ, ଅଭିମନ୍ୟୁ ବାଗ, ସନ୍ତୋଷୀ ନାଏକ, ରାଜେନ୍ଦ୍ର,ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଦୁଷ୍ମନ୍ତ ନାୟକ,ସମେତ ଅନେକ ନେତା ଓ ଶତାଧୂକ ମହିଳା ଯୋଗ ଦେବା ସହିତ , ପୂର୍ବତନ ବିଧାୟକ ମୌଷଧୂ ବାଗ, ଗୋବର୍ଦ୍ଧନ ଦାସ, ପୂର୍ବତନ ରାଜ୍ୟ ମଙ୍ଗଳ ବୋର୍ଡ ଅଧ୍ଯକ୍ଷା କଲ୍ୟାଣୀ ଓ ବଦ୍ରୀ ପଟ୍ଟନାୟକଙ୍କ ସମେତ ଅନେକ ନେତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସଭାରେ ବକ୍ତାମାନେ କହିଥିଲେ ଯେ, ମହିଳା ଶେଷରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସୁରୀୟ ବିଜେତି ପକ୍ଷରୁ ସଂରକ୍ଷଣ ଓ ନାରୀ ସଶକ୍ତିକରଣ କୁ ନେଇ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୱରେ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଏଥ୍‌ରେ ମହିଳା ସୁରକ୍ଷା, ନାରୀ ଅଧିକାର ସୁନିଶ୍ଚିତ କରିବା ଓ ବଢ଼ୁଥ‌ିବା ବେଳେ ଆଇନ-ଶୃଙ୍ଖଳା ରକ୍ଷାରେ ସରକାର ବିଫଳ ମହିଳା ସଂରକ୍ଷଣ ବିଲ୍‌କୁ ଶୀଘ୍ର କାର୍ଯ୍ୟକାରୀ କରିବା କୁ ଜିଦ ଧରିଛି

Spread the love

Leave a Reply

Your email address will not be published. Required fields are marked *