- ଛତିଶଗଡ଼ ରେବିମାନ ଦୁର୍ଘଟଣା
- ଛତିଶଗଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ
- ଏକ ଗଛରେ ପିଟି ହୋଇ ଖସି ପଡ଼ିଥିବା ସୂଚନା
- ମାତ୍ର ୩୦ ଫୁଟ୍ ଉଚ୍ଚତାରେ ଉଡ଼ିଲା ବେଳେ ଦୁର୍ଘଟଣାଗ୍ରସ୍ତ
- ଜଶପୁର ଜିଲ୍ଲା ରତନପାହଲି ଜଙ୍ଗଲରେ ଖସି ପଡ଼ିଛି ବିମାନ
- ଦୁର୍ଘଟଣାସ୍ଥଳ ଅଭିମୁଖେ ଯାଉଛି ଉଦ୍ଧାରକାରୀ ଟିମ୍
- ବିମାନରେ କେତେ ଯାତ୍ରୀ ଥିଲେ ସ୍ପଷ୍ଟ ହୋଇପାରି ନାହିଁ