- ଆଖିବୁଜିଲେହରିଶ_ରାଣା
- ଦିଲ୍ଲୀ ଏମ୍ସରେ ୩୨ ବର୍ଷୀୟ ହରିଶ ରାଣାଙ୍କ ମୃତ୍ୟୁ
- ସୁପ୍ରିମକୋର୍ଟଙ୍କ ଠାରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିଲେ
- ଦେଶରେ ପ୍ରଥମ ଥର ପାଇଁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ
- ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହରିଶଙ୍କ ଲାଇଫ୍ ସପୋର୍ଟ କଢ଼ାଯାଇଥିଲା
- ୧୩ ବର୍ଷ କୋମାରେ ରହିବା ପରେ ଇଚ୍ଛାମୃତ୍ୟୁ ଅନୁମତି ମିଳିଥିଲା