Header-News-Banner

ବନ୍ଧୁତାପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ l

0
WhatsApp Image 2026-03-26 at 12.55.03 PM

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଚ୍ଛାମୁଣ୍ଡା ଠାରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଉଦ୍ଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସମିତି ସଭ୍ୟ ସଙ୍ଘର ସଭାପତି ଶ୍ରୀଯୁକ୍ତ ଠାକୁର ପ୍ରସାଦ ପଣ୍ଡା, ସମ୍ମାନୀତି ଅତିଥି ଭାବେ ଶାନ୍ତନୁ କୁମାର ସାହୁ(ପ୍ରଧାନ ଶିକ୍ଷକ ଦିପ୍ତୀପୁର )ଅପର୍ଣ୍ଣା ସେଠ (ପ୍ରଧାନ ଶିକ୍ଷୟତ୍ରୀ)ବାଳମକୁନ୍ଦ ସାହୁ (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ )ଯୋଗଦାନ କରିଥିଲେ l ଏହି ଟୁର୍ନାମେଣ୍ଟ ରେ ୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ l ସ୍କୁଲ କମିଟି ଓ ଗ୍ରାମବାସି ଙ୍କ ସହଯୋଗ ରେ ଟୁର୍ନାମେଣ୍ଟ ସଫଳ ହୋଇଛି l

Spread the love

Leave a Reply

Your email address will not be published. Required fields are marked *