- ନୟାଗଡ଼ବୈଷ୍ଣବଦେବୀମନ୍ଦିର ରୁଚୋରି
- ନୟାଗଡ଼: ଦ୍ୱିତୀୟ ବୈଷ୍ଣବ ଦେବୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ
- ଅନ୍ଧାରର ସୁଯୋଗ ନେଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଲେ
- କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା
- ଲୁଟ୍ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ
- ଘଟଣାସ୍ଥଳରେ ଶରଣକୁଳ ଥାନା ପୋଲିସର ତଦନ୍ତ