- ହର୍ମୁଜପାରିହେଲା ଆଉ୨_ଜାହାଜ
- ହର୍ମୁଜ ପ୍ରଣାଳୀ ପାରି ହେଲା ଆଉ ୨ ଭାରତୀୟ ଜାହାଜ
- LPG ନେଇ ଆସୁଥିବା ଜଗ୍ ବସନ୍ତ ଓ ପାଇନ ଗ୍ୟାସ୍ ଜାହାଜ ହର୍ମୁଜ ଟପିଲା
- ଦୁଇ ଜାହାଜରେ ଆସୁଛି ୯୨ ହଜାର ୬୧୨ ମେଟ୍ରିକ୍ ଟନ୍ LPG
- ଦୁଇ ଜାହାଜରେ ଯଥାକ୍ରମେ ୩୩ ଓ ୨୭ ନାବିକ ରହିଛନ୍ତି
- ଆସନ୍ତା ୨୬ରୁ ୨୮ ମଧ୍ୟରେ ଭାରତୀୟ ପୋର୍ଟରେ ପହଞ୍ଚିବା ସମ୍ଭାବନା