Header-News-Banner

ପ୍ରଶାସନ ଶୁଣିଲାନି ରାସ୍ତା ତିଆରି କଲେ ଗ୍ରାମବାସୀ

0
WhatsApp Image 2026-06-03 at 10.59.17 AM

ସାହାରପଡା। 2/6 ସାହାରପଡା, ଠାକୁର ମୁଣ୍ଡା ଭାୟା ମାଛଗଡ ରାସ୍ତା ରେ ଦମାହୁଦା ପଞ୍ଚାୟତ କୁମୁଳାବାହାଳି ତେଲନଦୀ ପୋଲ ନିକଟରେ ପାଖା ପାଖି ୧ କି, ମି ରାସ୍ତା ଅତନ୍ତ ଶୋଚନୀୟ ହୋଇପଡୁଥିଲା, ଏହି ରାସ୍ତା ଦେଇ ଚଳା ଚଳ କରୁଥିବା ୮ଟି ବସ ଗୁଡିକ ଭାରି ଅଶୁବିଧା ସମ୍ମୁଖିନ ହେଉଥିଲେ ଏଣୁ ବାରମ୍ବାର ସରକାରକୁ ଅବଗତ କରାଇଥିଲେ ମଧିଅ ସରକାର ଇଆର କର୍ଣ୍ଣପାତ କରିନଥିଲେ ତେଣୁ , ଶେଷରେ ନିରାଶ ହୋଇ କୁମୁଳାବାହାଳି ଗ୍ରାମ ର ଗ୍ରାମବାସୀ ଓ ଯୁବଗୋଷ୍ଠୀ ଏଇ ରାସ୍ତା ର ମରାମତି ନିଜେ ନିଜେ କରିଥିଲେ,

ସାହାରପଡା ରୁ ସଦାନନ୍ଦ ମହାନ୍ତ ଙ୍କ ରିପୋର୍ଟ କଳିଙ୍ଗ ୨୪ ନିଉଜ

Spread the love

Leave a Reply

Your email address will not be published. Required fields are marked *