Header-News-Banner

କଲ୍ୟାଣୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

0
Picsart_25-08-21_11-12-21-208

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false,"used_sources":{"version":1,"sources":[{"id":"436352116019211","type":"ugc"}]}}

ଘସିପୁରା ବ୍ଲକ କଲ୍ୟାଣୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ରାଉତଙ୍କ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘସିପୁରା ବ୍ଲକ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଗୋପାଳଚନ୍ଦ୍ର ପତି,ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ବ୍ଲକ ର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଶରତ କୁମାର ରାଉତ , , ସମ୍ମାନିତ ଅତିଥି ଭାବେ ଗଡ଼ବାନ୍ଧଗୋଡା ପଞ୍ଚାୟତର ସରପଞ୍ଚ ଶଶିକାନ୍ତ ଜେନା,୧୨ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସଂଜୟ କୁମାର ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିମଳ କୁମାର ନାୟକ,ପଞ୍ଚସଖା ଶିକ୍ଷା ସେତୁ,ସଭାପତି ଭିମସେନ ବିଶ୍ଵାଳ , ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ଦେଓ,ବେଲାଳସେନ୍ ପତି, ରମାକାନ୍ତ ଜେନା,ସୁଆଁଳୋ ସିଆରସିସି ଧନୁର୍ଦ୍ଧର ସାହୁ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ଶୁଶାନ୍ତ ପ୍ରଧାନଙ୍କ ବିଷୟରେ ଅତିଥି ମାନେ ଶିକ୍ଷକଙ୍କର ମହନୀୟ ଗୁଣାବଳୀ ସଂପର୍କରେ ବକ୍ତବ୍ୟ ରଖିଥିଲେ।ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ସୁସ୍ଥ ନିରାମୟ ଜୀବନ କାମନା କରିବା ସହ ମାନପତ୍ର ଓ ଉପଢ଼ୌକନ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *