Header-News-Banner

କାହା ଚାପରେ❓ହଠାତ୍ କାହିଁକି ହଟିଲେ CAWର IG ସାଇନି

0
IMG-20250808-WA0165

କାହା ଚାପରେ❓ହଠାତ୍ କାହିଁକି ହଟିଲେ CAWର IG ସାଇନି❗ଏବେ ତଦନ୍ତ ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ୍ SP❗ବହୁ ଚର୍ଚ୍ଚିତ ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ମାମଲାର ତଦନ୍ତରୁ ହଟିଲେ CAWର IG ଏସ୍. ସାଇନି, ସୂଚନା ଅନୁଯାୟୀ କ୍ରାଇମବ୍ରାଞ୍ଚ DGଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି, ଏବେ ତଦନ୍ତର ନୀରିକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ, ମାମଲାର ତଦନ୍ତକାରୀ ଅଧିକାରୀ ଇମନ କଲ୍ୟାଣ ନାୟକ ଏହି ଘଟଣାର ସମସ୍ତ ଅନୁସନ୍ଧାନ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟଙ୍କ ନିର୍ଦ୍ଦେଶ ଅନୁସାରେ କରିବେ ବୋଲି ଜଣାପଡ଼ିଛି, ତେବେ ବଡ଼ କଥା ହେଉଛି ଗତମାସରେ IG ସାଇନି ନିରପେକ୍ଷ ତଦନ୍ତ ହେବା ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲା ବେଳେ ଏବେ ମାମଲାରୁ ଅପସାରଣ ହେବା ଚର୍ଚ୍ଚାର ବିଷୟ ପାଲଟିଛି

Spread the love

Leave a Reply

Your email address will not be published. Required fields are marked *