Header-News-Banner

ମୋହନା ଠାରେ ହ୍ୟୁମାନ ସାଗର ଙ୍କ ବିୟୋଗରେ ଶୋକ ସଭା

0

24/ 11, ଗଜପତି ଜିଲ୍ହା ମୋହନା ଠାରେ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିୟୋଗରେ ରବିବାର ସନ୍ଧ୍ୟା ସମୟରେ ମୋହନା ଠାରେ ବସ ବାସ କରୁଥିବା ଖ୍ରୀଷ୍ଟ ଧର୍ମା ବଲମ୍ବୀ ମାନେ ଶତାଧିକ ମହିଳା, ପୁରୁଷ ଏକତ୍ରିତ ହୋଇ ହାତରେ ମହମ ବତୀ ଧରି ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଏକ ସ୍ମୁତି ସହିତ ଶୋକ ସଭା କରାଯାଇଥିଲା ଏହି ଶୋକ ସଭାରେ ମୋହନା ଏବଂ ପଡସି ତଥା ଅଞ୍ଚଳ ଗ୍ରାମର ଶତାଧିକ ଲୋକ ଯୋଗ ଦେଇଥିଲେ। ଏବଂ ଏହା ସହିତ ମୋହମ ବତୀ ସଭାଯାତ୍ରା କରି ମୋହନା ସ୍ଥିତ ସାଧୁ ପିତର ସାହିରେ ସମସ୍ତେ ଏକତ୍ରିତ ହଇ ହ୍ୟୁମାନ ସାଗର ଙ୍କ ସ୍ମୁତିକ ମନେ ପକାଇ ନିରବ ପ୍ରାର୍ଥନା କଲେ। ଫାଦେର ମାଲାକିଆସ ବୀର କରିଥିଲେ। ଏହି ଶୋକ ସଭାରେ ମୋହନା ର ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ସାଧୁ ପିତର ଗ୍ରାମ୍ୟ କମିଟି ବେହେରା ପ୍ରମୋଦ ନାୟକ, ମାଥ୍ୟୁ ନାୟକ,ପ୍ରଶାନ୍ତ ବୀର, ଭାସ୍କର ନାୟକ,ବିଳାସ ନାୟକ, ସହ ସମାଜ ସେବି ସାଗର ବଳିୟାର ସିଂ ଏବଂ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ଯିବନି ସବୁ ସ୍ମୁତି ଗଚରକୁ ଆଣି ଅଭି ଭାଷଣ ରଖିଥିଲେ ଶେଷରେ ନିରବ ପ୍ରାର୍ଥନା କରି ସଭାଟିକୁ ସଙ୍ଗ କରାଗଲା। ଗଜପତି, ମୋହନାରୁ ବିପୁନ ମଳିକଙ୍କ ରିପୋର୍ଟ ( କଳିଙ୍ଗ ଫୋକସ )।

Spread the love

Leave a Reply

Your email address will not be published. Required fields are marked *