- ୭ ଭାରତୀୟମୃତ,#ଜଣେ ନିଖୋଜ- MEA
- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ୭ ଭାରତୀୟଙ୍କ ମୃତ୍ୟୁ ହୋଇଥିବା MEAର ସୂଚନା
- ୭ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି
- ଗତକାଲି ଆବୁଧାବିରେ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି
- ମୃତ ଭାରତୀୟଙ୍କ ପାର୍ଥିବ ଶରୀରେ ଆଣିବାକୁ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ