Header-News-Banner
WhatsApp Image 2026-03-28 at 8.23.15 AM
  • ପର୍ଯ୍ୟାପ୍ତତେଲ ଗ୍ୟାସ୍ଅଛି;#ଲାଇନ୍ଲଗାନ୍ତୁ_ନାହିଁ’
  • କୌଣସି ଗୁଜବ ଉପରେ ଆଦୌ ବିଶ୍ବାସ ନ କରିବାକୁ କେନ୍ଦ୍ରର ଅନୁରୋଧ
  • ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ଅପିଲ୍
  • ଦେଶରେ ପର୍ଯ୍ୟାପ୍ତ ତେଲ ଓ ଗ୍ୟାସ୍ ଅଛି; ଆଦୌ ଲାଇନ୍ ଲଗାନ୍ତୁ ନାହିଁ’
  • ଗୁଜବ ଯୋଗୁଁ କିଛି ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି’
  • ଏଭଳି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ, କୌଣସି ଅଭାବ ନାହିଁ’
  • ଆଗାମୀ ଦୁଇ ମାସ ପାଇଁ ଯୋଗାଣ ବ୍ୟବସ୍ଥା ରହିଛି- ସୁଜାତା ଶର୍ମା
  • ‘କମର୍ସିଆଲ୍ ଗ୍ୟାସ୍ ଯୋଗାଣ ୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛି’
  • ଫଳତଃ, ୧୪ ମାର୍ଚ୍ଚରୁ ପ୍ରାୟ ୩୦,୦୦୦ ଟନ୍ ବାଣିଜ୍ୟିକ LPG ଯୋଗାଣ ହୋଇଛି’
Spread the love

Leave a Reply

Your email address will not be published. Required fields are marked *