ବାମେବାରୀ ଥାନା ଅଧିନ ଜରଲି ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା ଶିବିର ଅନୁଷ୍ଟିତ
ଯୋଡ଼ା ତା 10/8(ସୁଶାନ୍ତ ବାରିକ ଙ୍କ ରିପୋର୍ଟ)
ଯୋଡ଼ା ବ୍ଲକ ଅନ୍ତର୍ଗତ ବାମେବାରୀ ଥାନା ଅଧିନ ଜରଲି ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବାମେବାରୀ ପୋଲିସ ଦ୍ୱାରା ସାଇବର ସଚେତନତା ଶିବିର ଅନୁଷ୍ଟିତ ହୋଇଥିଲା ଏଥିରେ ଦିଦ୍ୟାଳୟର ୨୦୦ ଶହ ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ କେନ୍ଦୁଝର ପୋଲିସ ଦ୍ୱାରା ଚାଲିଥିବା ସଚେତନତା କାର୍ଯକ୍ରମକୁ ବାମେବାରୀ ଥାନାର ଥାନା ଅଧିକାରୀ ପ୍ରଭାତ ସାହୁ ସବ ଇନ୍ସପେକ୍ଟର ରତନ ଭଇ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଅପରାଧ ର ବିଭିନ୍ନ ଦିଗ ଉପରେ ଆଲଚନା କରି କିଭଳି ଶାଇ ବର୍ ଫ୍ରଡ ରୁ ମୁକୁଲିପରିବ ସେ ବିଷୟରେ ଆଳଚନା କରିଥିଲେ